ବନବିଭାଗ ଜବତ କଲା ବଜ୍ରକାପ୍ତା କାତି

0 219

ଢେଙ୍କାନାଳ, ୨୫/୭(ଏସଏସନିୟୁଜ) ଢେଙ୍କାନାଳ ବନ ବିଭାଗ ୧୪.୨ କିଲୋ ବଜ୍ରକାପ୍ତା କାତି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।ରବିବାରଦିନ ଢେଙ୍କାନାଳ ବନ ବିଭାଗ ଏବଂ ଜବଲପୁରର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବିଭାଗ ଦ୍ବାରା ମିଳିତ ଅପରେସନରେ ବଜ୍ରକାପ୍ତା କାତି ଜବତ କରିବାସହ ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ବନମାଳିପ୍ରସାଦର ରତ୍ନାକର ରାଉତ ଓ ବାଜି ଛକର ଫିରୋଜ ଖାନ୍ ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି ।

Leave A Reply

Your email address will not be published.