ବଜ୍ରପାତରେ ୩ ମୃତ୍ୟୁ

ବାଲେଶ୍ବର,୪/୧୦(ଏସଏସ ନିଉଜ) ବଜ୍ରପାତରେ ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁରଜିଲ୍ଲା ଧର୍ମଶାଳା ବ୍ଲକରେ ୨ ଜଣ ଓ ବାଲେଶ୍ବର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି। ବିଲରେ କାମ କରୁଥିଲେ ବଜ୍ରାଘାତରେ ଟଳିପଡ଼ିଥିଲେ ଚାଷୀ।

- Advertisement -

Leave A Reply

Your email address will not be published.