ବିଜେଡିକୁ ପଛରେପକାଇ ବହୁମତପାଇଲା ବିଜେପି

ଭୁବନେଶ୍ୱର,୪।୬(ଏସଏସନିଉଜ)ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି ।ଖୋଲିଲା ବିଜେପିର ଭାଗ୍ୟର ପେଡ଼ି ।ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ପାଇଥିବାବେଳେ ୫୧ ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସକୁ ୧୪, ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ ଓ ସିପିଆଇଏମ୍‌କୁ ଗୋଟିଏ ଆସନ ମିଳିଛି ।ଏହାଫଳରେ ନବୀନଙ୍କ ରାଜନୈତିକ ଜୟଯାତ୍ରାରେ ଲାଗିଛି ବିରାମ ।ବିଶେଷକରି କଣ୍ଟାବାଞ୍ଜୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡା, ବଡ଼ମ୍ବା ଆସନରୁ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ବ୍ରହ୍ମପୁର ଆସନରୁ ରମେଶ ଚ୍ୟାଉ ପଟ୍ଟନାୟକ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ଟିଟିଲାଗଡ଼ରୁ ମନ୍ତ୍ରୀ ଟୁକୁନି ସାହୁ, ସତ୍ୟବାଦୀରୁ ସଞ୍ଜୟ କୁମାର ଦାସବର୍ମା, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି, ସୁକିନ୍ଦାରୁ ପ୍ରତିରଞ୍ଜନ ଘଡ଼ାଇ ପ୍ରମୁଖ ଚିଚ୍‌ପଟାଙ୍ଗ ମାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବଡ଼ମ୍ବାରୁ ଜଣେ ଅପରଚିତ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ବିଜୟ ଲାଭ କରିଛନ୍ତି। ସେହିପରି ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଓ ମାହାଙ୍ଗାରେ ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ଜେନା ଶାସକ ନେତାଙ୍କୁ ହରାଇ ଚର୍ଚ୍ଚିତ ହୋଇଛନ୍ତି ।
ଜାଣନ୍ତୁ କିଏ କେଉଁଠୁ ଜିତିଲେ….
୧) ଚମ୍ପୁଆ – ସନାତନ ମହାକୁଡ଼(ବିଜେଡି)
୨) ତେଲକୋଇ- ଡଃ ଫକୀର ମୋହନ ନାୟକ(ବିଜେପି)
୩) ଘଷିପୁର – ବଦ୍ରିନାରାୟଣ ପାତ୍ର (ବିଜେଡି)
୪) ଆନନ୍ଦପୁର- ଅଭିମନ୍ୟୁ ସେଠୀ(ବିଜେଡି)
୫) ପାଟଣା- ଅଖିଳ ଚନ୍ଦ୍ର ନାୟକ(ବିଜେପି)
୬) କେନ୍ଦୁଝର- ମୋହନ ଚରଣ ମାଝୀ (ବିଜେପି)
୭) କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ(ବିଜେପି)
୮) କୁଚିଣ୍ଡା- ରବିନାରାୟଣ ନାଏକ(ବିଜେପି )
୯) ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ(ବିଜେଡି)
୧୦) ଦେବଗଡ଼- ରୋମଞ୍ଚା ରଞ୍ଜନ ବିଶ୍ୱାଳ(ବିଜେଡି)
୧୧) ଆଠମଲ୍ଲିକ- ନଳୀନ କାନ୍ତ ପ୍ରଧାନ(ବିଜେଡି)
୧୨) ରେଙ୍ଗାଲୀ- ସୁଦର୍ଶନ ହରିପାଲ (ବିଜେଡି)
୧୩) ସମ୍ବଲପୁର- ଜୟନାରାୟଣ ମିଶ୍ର (ବିଜେପି)
୧୪) ଛେଣ୍ଡିପଦା- ଅଗସ୍ତି ବେହେରା(ବିଜେପି)
୧୫) ରଘୁନାଥପାଲୀ- ଦୁର୍ଗଚରଣ ତନ୍ତୀ(ବିଜେପି)
୧୬) ବଣାଇ- ଲକ୍ଷ୍ମଣ ମୁଣ୍ଡା ( ସିପିଆଇଏମ୍‌)
୧୭) ତଲସରା- ଭବାନୀ ଶଙ୍କର ଭୋଇ ( ବିଜେପି)
୧୮) ସୁନ୍ଦରଗଡ- ଯୋଗେଶ କୁମାର ସିଂ(ବିଜେଡି)
୧୯) ବୀରମିତ୍ରମୁର- ରୋହିତ ଯୋଶେଫ ତିର୍କୀ (ବିଜେଡି)
୨୦) ରାଜଗାଙ୍ଗପୁର- ସି.ଏସ୍ ରାଜନ ଏକ୍କା (କଂଗ୍ରେସ)
୨୧) ରାଉରକେଲା- ସାରଦାପାସାଦ ନାୟକ (ବିଜେଡି)
୨୨) ଯଶିପୁର- ଗଣେଶରାମ ସିଂଖୁଣ୍ଟିଆ(ବିଜେପି)
୨୩) ସାରସକଣା- ଭାଦେବ ହାଁସଦା(ବିଜେପି)
୨୪) ରାଇରଙ୍ଗପୁର – ଜଲେନ୍ ନାୟକ(ବିଜେପି)
୨୫) ବାଙ୍ଗିରିପୋଷି – ସଞ୍ଜଳି ମୁର୍ମ(ବିଜେପି)
୨୬) ଉଦଳା – ଭାସ୍କର ମଢ଼େଇ(ବିଜେପି)
୨୭) ବାରିପଦା – ପ୍ରକାଶ ସୋରେନ୍‌(ବିଜେପି)
୨୮) ମୋରଡ଼ା – ଡଃ କୃଷ୍ଣଚନ୍ଦ୍ର ମହାପାତ୍ର(ବିଜେପି)
୨୯)ବଡ଼ସାହି – ସନାତନ ବିଜୁଳି(ବିଜେପି)
୩୦) ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର (ବିଜେଡି)
୩୧)ଭୋଗରାଇ-ଗୌତାମବୁଦ୍ଧ ଦାସ(ବିଜେଡି)
୩୨) ବସ୍ତା -ସୁବାଷିନୀ ଜେନା (ବିଜେଡି)
୩୩) ବାଲେଶ୍ୱର- ମାନସ କୁମାର ଦତ୍ତ(ବିଜେପି)
୩୪) ରେମୁଣା – ଗୋବିନ୍ଦ ଚନ୍ଦ୍ର ଦାସ(ବିଜେପି)
୩୫) ନୀଳଗିରି- ସନ୍ତୋଷ ଖଟୁଆ (ବିଜେପି)
୩୬) ବଡ଼ମ୍ବା- ବିଜୟ କୁମାର ଦଳବେହେରା
୩୭) ବାଙ୍କୀ – ଦେବୀ ରଞ୍ଜନ ତ୍ରିପାଠି(ବିଜେଡି)
୩୮) ଆଠଗଡ଼- ରଣେନ୍ଦ୍ର ପ୍ରାତାପ ସ୍ୱାଇଁ(ବିଜେପି)
୩୯) ବାରବାଟୀ(କଟକ)- ସଫିଆ ପିରଦୋସ(କଂଗ୍ରେସ)
୪୦) ଚୌଦ୍ୱାର(କଟକ)- ସୌଭିକ୍ ବିଶ୍ୱାଳ(ବିଜେଡି)
୪୧) କଟକ-ସଦର- ପ୍ରକାଶ ଚନ୍ଦ୍ର ସେଠୀ(ବିଜେପି)
୪୨) ଖଣ୍ଡପଡ଼ା-ଦୁଷ୍ମନ୍ତ କୁମାର ସ୍ୱାଇଁ(ବିଜେପି)
୪୩) ସାଲେପୁର- ପ୍ରଶାନ୍ତ ବେହେରା(ବିଜେଡି)
୪୪) ମାହାଙ୍ଗା – ସାରଦା ପ୍ରସାଦ ପ୍ରଧାନ(ସ୍ୱାଧୀନ)
୪୫) କେନ୍ଦ୍ରାପଡ଼ା – ଗଣେଶ୍ୱର ବେହେରା(ବିଜେଡି)
୪୬) ଆଳି – ପ୍ରତାପ କେଶରୀ ଦେବ(ବିଜେଡି)
୪୭) ରାଜନଗର- ଧୁବଚରଣ ସାହୁ(ବିଜେଡି)
୪୮) ମହାକଳାପଡ଼ା – ଦୂର୍ଗାପ୍ରସନ୍ନ ନାୟକ(ବିଜେପି)
୪୯) ପାଟକୁରା – ଅରବିନ୍ଦ ମହାପାତ୍ର(ବିଜେଡି)
୫୦) ନିଆଳୀ- ଛବି ମଲ୍ଲିକ(ବିଜେପି)
୫୧) ପାରାଦୀପ- ସମ୍ପଦ ଚନ୍ଦ୍ର ସ୍ୱାଇଁ(ବିଜେପି)
୫୨) ତ୍ରିର୍ତ୍ତୋଲ- ରମାକାନ୍ତ ଭୋଇ(ବିଜେଡି)
୫୩) ବାଲିକୁଦା-ଏରସମା- ସାରଦା ପ୍ରସନ୍ନ ଜେନା(ବିଜେଡି)
୫୪) ଜଗତସିଂହପୁର – ଅମରେନ୍ଦ୍ର ଦାସ(ବିଜେପି)
୫୫) କାକଟପୁର- ତୁଷାରକାନ୍ତି ବେହେରା(ବିଜେଡି)
୫୬) ନିମାପଡ଼ା- ପ୍ରଭାତୀ ପରିଡ଼ା(ବିଜେପି)
୫୭) ସୋର- ମାଧବ ଧଡ଼ା(ବିଜେଡି)
୫୮) ସିମୁଳିଆ- ପଦ୍ମଲୋଚନ ପଣ୍ଡା(ବିଜେପି)
୫୯) ଭଣ୍ଡାରୀପୋଖରୀ- ସଞ୍ଜୀକ୍ତ କୁମାର ମଲ୍ଲିକ(ବିଜେଡି)
୬୦) ଭଦ୍ରକ- ସିତାଶୁଂ ଶେଖର ମହାପାତ୍ର(ବିଜେପି)
୬୧) ବାସୁଦେବପୁର- ଆଶୋକ କୁମାର ଦାସ(କଂଗ୍ରେସ)
୬୨) ଧାମନଗର – ସୂର୍ଯ୍ୟବଂଶୀ ସୂରଜ(ବିଜେପି)
୬୩) ଚାନ୍ଦବାଲି – ବ୍ୟୋମକେଶ ରାୟ(ବିଜେଡି)
୬୪) ବିଞ୍ଝାରପୁର- ପ୍ରମିଲା ମଲ୍ଲିକ(ବିଜେଡି)
୬୫) ବରୀ- ବିଶ୍ୱ ରଞ୍ଜନ ମଲ୍ଲିକ (ବିଜେଡି)
୬୬) ବଡ଼ଚଣା- ଅମର କୁମାର ନାୟକ(ବିଜେପି)
୬୭) ଧର୍ମଶାଳା- ହିମାଂଶୁ ଶେଖର ସାହୁ(ସ୍ୱାଧୀନ)
୬୮) ଯାଜପୁର- ସୁଜାତା ସାହୁ(ବିଜେଡି)
୬୯) କୋରେଇ- ଆକାଶଦାସ ନାୟକ(ବିଜେପି)
୭୦) ସୁକିନ୍ଦା – ପ୍ରଦୀପ ବଳସାମନ୍ତ(ବିଜେପି)
୭୧) ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ(ବିଜେପି)
୭୨) ଝରିଗାଁ- ନରସିଂହ ଭତ୍ରା(ବିଜେପି)
୭୩) ନବରଙ୍ଗପୁର- ଗୌରୀଶଙ୍କର ମାଝୀ(ବିଜେପି)
୭୪) ଡାବୁଗାଁ- ମେନୋହର ରନ୍ଧାରୀ(ବିଜେଡି)
୭୫) କୋଟପାଡ଼ – ରୁପୁ ଭତ୍ରା(ବିଜେପି)
୭୬) ମାଲକାନଗିରି – ନରସିଂହ ମାଡ଼କାମୀ(ବିଜେପି)
୭୭) ଚିତ୍ରକୋଣ୍ଡା – ମଙ୍ଗୁ ଖିଲ୍ଲା(କଂଗ୍ରେସ)
୭୭) ବାଲିଗୁଡ଼ା- ଚକ୍ରମଣି କହଁର(ବିଜେଡି)
୭୮) ଜି. ଉଦୟଗିରି- ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ(କଂଗ୍ରେସ)
୭୯) ଫୁଲବାଣୀ- ଉମା ଚରଣ ମଲ୍ଲିକ(ବିଜେପି) ଜୟଶ୍ରୀ କହଁର(ବିଜେଡି) ୨୮୫୮
୮୦) କଣ୍ଟାମାଳ – କହ୍ନାଇ ଚରଣ ଡାଙ୍ଗ(ବିଜେପି)
୮୧) ବୌଦ୍ଧ- ସରୋଜ କୁମାର ପ୍ରଧାନ(ବିଜେପି)
୮୨) ଦଶପଲ୍ଲା- ରମେଶ ଚନ୍ଦ୍ର ବେହେରା(ବିଜେଡି)
୮୩) ଭଞ୍ଜନଗର- ପ୍ରଦ୍ୟୁମ୍ନ କୁମାର ନାୟକ(ବିଜେପି)
୮୪) ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି)
୮୫) ଢ଼େଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର(ବିଜେପି)
୮୬) ହିନ୍ଦୋଳ- ସୀମାରାଣୀ ନାୟକ(ବିଜେପି)
୮୭) କାମାକ୍ଷାନଗର- ଶତ୍ରୁଘ୍ନ ଜେନା(ବିଜେପି)
୮୮) ପରଜଙ୍ଗ – ବିଭୁତି ଭୁଷଣ ପ୍ରଧାନ(ବିଜେପି)
୮୯) ତାଳଚେର- ବ୍ରଜକିଶୋର ପ୍ରଧାନ(ବିଜେଡି)
୯୦) ପାଟଣାଗଡ- କନକବର୍ଦ୍ଧନ ସିଂହଦେଓ(ବିଜେପି)
୯୧) କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ(ବିଜେପି)
୯୨) ବୀରମହାରାଜପୁର- ରଘୁନାଥ ଜଗଦଳା(ବିଜେପି)
୯୩) ସୋନପୁର- ନିରଞ୍ଜନ ପୂଜାରୀ(ବିଜେଡି)
୯୪) ଲୋଇସିଙ୍ଗା- ମୁକେଶ ମହାଲିଙ୍ଗ(ବିଜେପି)
୯୫) ବଲାଙ୍ଗିର- କଳିକେଶ ନାରାୟଣ ସିଂହଦେଓ(ବିଜେଡି)
୯୬) ଟିଟିଲାଗଡ- ନବୀନ କୁମାର ଜୈନ୍‌(ବିଜେପି)
୯୭) ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ(ବିଜେଡି)
୯୮) ଖରିଆର – ଅଧିରାଜମୋହନ ପାଣିଗ୍ରାହୀ (ବିଜେଡି)
୯୯) ଲାଞ୍ଜିଗଡ଼ – ପ୍ରଦୀପ କୁମାର ଦିଶାରୀ(ବିଜେଡି)
୧୦୧) ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର(ବିଜେଡି)
୧୦୨) ଧର୍ମଗଡ଼ – ସୁଧୀର ରଞ୍ଜନ ପାଟ୍ଟଯୋଶୀ(ବିଜେପି)
୧୦୩) ଭବାନୀପାଟଣା- ସାଗର ଚରଣ ଦାସ(କଂଗ୍ରେସ)
୧୦୪) ନର୍ଲା- ମନୋରାମା ମହାନ୍ତି(ବିଜେଡି)
୧୦୫) ପୁରୀ – ସୁନୀଲ କୁୂମାର ମହାନ୍ତି(ବିଜେଡି)
୧୦୬) ବହ୍ମଗିରି- ଉପାସନା ମହାପାତ୍ର- ବିଜେପି
୧୦୭)ସତ୍ୟବାଦୀ- ଓମ୍‌ପ୍ରକାଶ ମିଶ୍ର- ବିଜେପି
୧୦୮) ପିପିଲି- ଆଶ୍ରିତ ପଟ୍ଟନାୟକ- ବିଜେପି
୧୦୯) ରଣପୁର- ସୁରମା ପାଢ଼ୀ- ବିଜେପି
୧୧୦) ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ-ବିଜେପି
୧୧୧) ନୟାଗଡ଼- ଅରୁଣ ସାହୁ-ବିଜେଡି
୧୧୨) ଜୟଦେବ- ନବକିଶୋର ମଲ୍ଲିକ- ବିଜେଡି
୧୧୩) ଭୁବନେଶ୍ୱର(ମଧ୍ୟ) – ଅନନ୍ତନାରାୟଣ ଜେନା- ବିଜେଡି
୧୧୪)ଭୁବନେଶ୍ୱର (ଉତ୍ତର) -ସୁଶାନ୍ତ କୁମାର ରାଉତ-ବିଜେଡି
୧୧୫) ଏକାମ୍ର-ଭୁବନେଶ୍ୱର- ବାବୁ ସିଂ-ବିଜେପି
୧୧୬) ଜଟଣୀ- ବିଭୁ୍‌ତ ଭୁଷଣ ବଳବନ୍ତରାୟ-ବିଜେଡି
୧୧୭) ବେଗୁନିଆ- ପ୍ରଦୀପ କୁମାର ସାହୁ- ବିଜେଡି
୧୧୮) ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ-ବିଜେପି
୧୧୯)ପୋଲସରା- ଗୋକୁଳାନନ୍ଦ ମଲ୍ଲିକ- ବିଜେପି
୧୨୦) ଖଲ୍ଲିକୋଟ- ପୂଣ୍ଣଚନ୍ଦ୍ର ସେଠୀ-ବିଜେପି
୧୨୧)ଆସିକା- ସରୋଜ କୁମାର ପାଢ଼ୀ- ବିଜେପି
୧୨୨) ସୋରଡ଼ା- ନୀଳମଣୀ ବିଶୋଇ – ବିଜେପି
୧୨୩) ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା-କଂଗ୍ରେସ
୧୨୪) ହିଞ୍ଜିଲି- ନବୀନ ପଟ୍ଟନାୟକ-ବିଜେଡି
୧୨୫) ଛତ୍ରପୁର- କୃଷ୍ଣ ଚନ୍ଦ୍ର ନାୟକ-ବିଜେପି
୧୨୬) ଗୋପାଳପୁର- ବିଭୁତି ଭୁଷଣ ଜେନା-ବିଜେପି
୧୨୭)ବ୍ରହ୍ମପୁର- କେ. ଅନୀଲ କୁମାର – ବିଜେପି
୧୨୮)ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
୧୨୯)ଚିକିଟି- ମେନାରଞ୍ଜନ ଦ୍ୟାନ୍ ସାମନ୍ତରା- ବିଜେପି
୧୩୦) ମୋହନା- ଦାଶରଥୀ ଗମାଙ୍ଗ- କଂଗ୍ରେସ
୧୩୧) ପାରଳାଖେମୁଣ୍ଡି- ରୂପେଶ କୁମାର ପାଣିଗ୍ରାହୀ- ବିଜେଡି
୧୩୨)ଗୁଣୁପୁର- ସତ୍ୟଜିତ୍ ଗମାଙ୍ଗୋ-କଂଗ୍ରେସ
୧୩୩) ବିଷମକଟକ- ନୀଳମାଧବ ହିକକା-କଂଗ୍ରେସ
୧୩୪)ରାୟଗଡ଼ା-କଡ଼ରକା ଆପଲାଂ ସ୍ୱାମୀ-କଂଗ୍ରେସ
୧୩୫) ଲକ୍ଷ୍ମୀପୁର- ପବିତ୍ର ସଉଁନ୍ତ- କଂଗ୍ରେସ
୧୩୬) କୋରାପୁଟ- ରଘୁରାମ ମାଛ- ବିଜେପି
୧୩୭) ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ- କଂଗ୍ରେସ
୧୩୮) ଜୟପୁର – ତାରାପ୍ରସାଦ ବାହୀନୀପତି-କଂଗ୍ରେସ

- Advertisement -

Leave A Reply

Your email address will not be published.