ବାହାରିଲା ଆଡପ ଅବଢ଼ା

0 204

ପୁରୀ,୧୪/୭(ଏସଏସନିୟୁଜ) ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତି । ଜନ୍ମବେଦୀରେ ବିଜେକରିଛନ୍ତି ଶ୍ରୀଜୀଉ । ଚଳଚଂଚଳ ହୋଇଉଠିଛି ଗୁଣ୍ଡିଚା ମନ୍ଦିର ।ଚାଲିଛି ମହାପ୍ରଭୂଙ୍କ ନିତିକାନ୍ତି । ଆଜି ଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ଭିନ୍ନସ୍ୱାଦର ଏହି ଅବଢା କୁ ପାଇବାପାଇଁ ଭକ୍ତମାନେ ଆଗଭର ହୋଇଥାନ୍ତି ।

Leave A Reply

Your email address will not be published.