ଖୋର୍ଦ୍ଧା,୯/୧୧(ଏସଏସ ନିଉଜ) ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଅଟୋର ଜଣେ ମହିଳା ଯାତ୍ରୀ ଓ ବାଇକ୍ ଆରୋହୀ ମୃତୁ ହୋଇଛି। ବେଗୁନିଆ ଥାନା ଭୂଇଁପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।

Prev Post
Next Post