ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ) ଭିଜିଲାନ୍ସ ଜାଲରେ RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ଦାସ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।ଏକକାଳୀନ ୬ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।ଚଢାଉରେ ୫ DSP, ୧୨ ଇନ୍ସ୍ପେକ୍ଟର, ଜଣେ SI ଏବଂ ୧୧ ASI ସାମିଲ ହୋଇଛନ୍ତି।

Prev Post
Next Post