କାର୍ ଉପରକୁ ବୋମାମାଡ଼

କାମାକ୍ଷାନଗର,୧୮/୧୦(ଏସ ଏସ ନିଉଜ)ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ କାରକୁ ବୋମାମାଡ଼ ହୋଇଛି।ମଢ଼ିସାହି ଘର ଆଗରେ ଥିବା କାର୍ ଉପରକୁ ବୋମାମାଡ଼ କରାଯାଇଛି।ବିଳମ୍ବିତ ରାତିରେ ବାଇକରେ ଆସି ବୋମା ଫିଙ୍ଗିଲେ ୨ ଦୁର୍ବୃତ୍ତ ୩ଟି ବୋମାମାଡ଼ ହୋଇଛି । ନିକଟରେ ଆଉ ୨ଟି ଅଫୁଟା ବୋମା ପଡ଼ିରହିଛି ।

- Advertisement -

Leave A Reply

Your email address will not be published.