ହଷ୍ଟେଲର ୧୫ ଛାତ୍ରୀ ଅସୁସ୍ଥ

0 184

ଭୁବନେଶ୍ୱର,୮/୩(ଏସଏସନିଉଜ) କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ୧୫ରୁ ଅଧିକ ଛାତ୍ରୀ ହଷ୍ଟେଲ ଖାଦ୍ୟ ଖାଇ ୧୫ରୁ ଅଧିକ କଲେଜ ଛାତ୍ରୀ ଆକ୍ରାନ୍ତ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି । ଗତକାଲି କଲେଜରେ ଖେଳ ଥିବାରୁ ପିଲାମାନେ ହଷ୍ଟେଲ ମେନୁ ହିସାବରେ ଖାଦ୍ୟ ଖାଇଥିଲେ।କିନ୍ତୁ ସନ୍ଧ୍ୟା ସମୟରେ କୌଣସି କାରଣରୁ୧୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।ଏମାନଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଂକ୍ରମଣ ୱାର୍ଡରେ ଭର୍ତି କରି ଚିକିତ୍ସା କରାଯାଉଛି।ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାପରେ ପକୃତ କାରଣ ଜାଣିବାପାଇଁ ଏକ ଟିମ୍ ଅନୁଧ୍ୟାନ ଆରମ୍ଭ କରିଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.