ଢେଙ୍କାନାଳ,୩/୧୦(ଏସଏସ ନିଉଜ)ଗଁଦିଆ ଥାନା ବରପଦା ଛକରେ ଏସବିଆଇ ଏଟିଏମ୍ରୁ ଲୁଟ୍ ହୋଇଛି।ପଛ କାନ୍ଥ ଭାଙ୍ଗି ଏଟିଏମ୍ରୁ ଟଙ୍କା ଲୁଟ ହୋଇ ଥିବା ସନ୍ଦେହ କରାଯାଇଛି।କେତେ ଟଙ୍କା ଲୁଟ୍ ହୋଇଛି ସ୍ପଷ୍ଟ ହୋଇନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

Prev Post
Next Post