ପୁରୀ,୨୧/୧୦(ଏସଏସ ନିଉଜ)ଶ୍ରୀମନ୍ଦିର ଭିତରେ ଅଚେତ ହେଲେ ହବିଷ୍ଯାଳି । ଆଜି ଏକଦଶୀରେ ଜଗା ଦର୍ଶନ ବେଳେ ହବିଷ୍ୟାଳି ଜଣକ ଭିତର ବେଢାରେ ଅଚେତ ହୋଇପଡିଥିଲେ ।ପରେ ପୋଲିସ ସାହାଯ୍ୟରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।ହବିଷ୍ୟଳି ଜଣକ ୭୫ବର୍ଷୀୟା ଖୋର୍ଦ୍ଧାର ମୁଷି ଘଡେଇ ବୋଲି ଜଣାପଡିଛି।