ଆଜିର ରାଶିଫଳ

0 469

ମଇ ମାସ ୨୨ ତାରିଖ ୨୦୨୨ ମସିହା(ରବିବାର)ଜ୍ୟେଷ୍ଠ-କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୧/୧୮ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୩୯,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୬/୫୨ ଗତେ ଘ୦୯/୧୩ ମଧ୍ୟେ ଓ ରାତ୍ରି ଘ୦୭/୫୨ ଗତେ ଘ୦୧/୦୩ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଦିବା ଘ୦୩/୩୪ ଗତେ ଘ୦୪/୨୪ ମଧ୍ୟେ, ତାଳ ଦିବା ଘ ୦୧/୧୮ଗତେ ନଡିଆ ଭକ୍ଷଣ ନିଷେଧ।
🐏ମେଷ👉ଅନ୍ୟମାନଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
🐮ବୃଷ👉ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
👩‍❤️‍👨ମିଥୁନ👉ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ସ୍ଥଳ ଆଡ଼କୁ ଅଗ୍ରସର ହେବେ। ଅଫିସରେ କୌଣସି ପୁରସ୍କାର ବା ପ୍ରଶ˚ସା ମିଳିପାରେ।
🦀କର୍କଟ👉ଇଷ୍ଟଦେବଙ୍କ ଧୢାନରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ।
🦁ସିଂହ👉ଧ୍ଯାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଠୋସ୍‌ ଯୋଜନା କରିବେ।
🙎‍♀️କନ୍ୟା👉ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିବାର ଲୋକଙ୍କ ସହିତ ସୁଖଦ ସମ୍ବନ୍ଧ ସ୍ଥାପିତ ହେବ।
⚖️ତୁଳା👉କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ବାଣିଜ୍ୟ ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।
🦂ବିଛା👉ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ନୂଆ ଘର ବା ଭୂସ˚ପତ୍ତି କିଣିବା ଲାଗି ଯୋଜନା କରିବେ।
🏹ଧନୁ👉ଆପଣଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ। ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି।
🐊ମକର👉ଜରୁରୀ କାମ ମିତ୍ରଙ୍କ ସହାୟତାରେ ସ˚ପୂର୍ଣ୍ଣ ହେବ। ଷ୍ଟକ୍ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ। ରାଜନୀତିରେ ମନୋକାମନା ପୂରା ହେବ।
🏺କୁମ୍ଭ👉ଦୃଢ଼ ମନୋବଳ ଦ୍ବାରା ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ପରିବାର ସଦସ୍ୟଙ୍କ ସହିତ ବୁଝାମଣା ବଢ଼ିବ।
🐟ମୀନ👉ଆଜି ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ। ନୂଆ ବ୍ୟବସାୟ ଲାଗି ଯୋଜନା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
!! ଏଇ ମଣିଷ ସେତେବେଳେ ବଦଳି ଯାଏ ଯେତେବେଳେ ତା ପାଖରେ ସୁନ୍ଦର ରୂପ ଆଉ ଅଗଣିତ ଧନ ଆସିଯାଏ ।ମରିଗଲେ କାନ୍ଦିବା ଲୋକଙ୍କ ଅଭାବ ନଥାଏ, ଦଶାହ କ୍ରିୟାରେ ନୂତନ ବସ୍ତ୍ର ପରିଧାନ କରି ଶୁଦ୍ଧ ହେବା ପାଇଁ ମଧ୍ୟ ଲୋକଙ୍କ ଅଭାବ ନଥାଏ କିନ୍ତୁ ବଞ୍ଚିଥିବା ବେଳେ ଦୁଃଖ କଷ୍ଟ ଦିନରେ ପାଖରେ ଥିବା ଲୋକ ଖୋଜିଲେ ମିଳେନାହିଁ !!
🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.