ମଙ୍ଗଳବାର୨୦୨୨ ମସିହା ମାର୍ଚ୍ଚ ମାସ ୨୯ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି-ଦ୍ୱ|ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୫/ ୪୬/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୫/୫୭,ମକର ରାଶି ର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ଦୂ|ଦାସି ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଇ, ବାଇଗଣଭକ୍ଷଣ ନିଷେଧ।
ମେଷ
ସାମାଜିକ ସ˚ଗଠନରେ ଥିବା ଲୋକଙ୍କର ମର୍ଯ୍ୟାଦା ବଢ଼ିବ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଚାରିଆଡ଼େ ଆପଣଙ୍କ ଲେଖାର ପ୍ରଶ˚ସା ହେବ।
ବୃଷ
ଆଜି ଆପଣ ଆନନ୍ଦରେ ରହିବେ। ବେପାରରେ ଉନ୍ନତି ହେବ। ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମିଥୁନ
ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ବିସ୍ତାର କରିବେ। ସରକାରୀ ଚାକିରିଆଙ୍କୁ ପାରିତୋଷିକ ମିଳିପାରେ।
କର୍କଟ
ଇଷ୍ଟଦେବଙ୍କ ଧ୍ଯାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।
ସିଂହ
ଅତୀତର କଥାକୁ ନେଇ ମନସ୍ତାପରେ ରହିବେ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ।
କନ୍ୟା
ଜୀବନସାଥୀଙ୍କ ସହଯୋଗ ପାଇବେ। ମନ ଉତ୍ସାହରେ ଭରି ରହିବ। ଲୁହା ବେପାରୀ ବ୍ୟବସାୟ ବିସ୍ତାର କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।
ତୁଳା
ଆପଣଙ୍କର ମାନସିକ ସ୍ଥିତି ଦୃଢ଼ ରହିବ। ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଭାଗୀଦାରଙ୍କ ସହିତ ମଧ୍ଯାହ୍ନ ଭୋଜନ କରିବେ।
ବିଛା
ସମ୍ମୁଖରେ ଥିବା ବ୍ୟକ୍ତିଙ୍କର ଶାରୀରିକ ଭାଷାକୁ ଜଲଦି ବୁଝିନେବେ। କ୍ୟାରିୟର ଲାଗି ଭଲ ସୁଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ଧନୁ
ଚାକିରି ବୃତ୍ତିରେ ଲାଗିରହିଥିବା ବିବାଦ ସମାପ୍ତ ହୋଇଯିବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ବିବାହ ଯୋଗ୍ୟ ପୁରୁଷଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।
ମକର
ପ୍ରିୟଜନଙ୍କ ବ୍ୟବହାରରେ ଖୁସି ହେବେ। ନିଜ କାମରେ ଲାଭ ମିଳିପାରେ। ଭୂସ˚ପତ୍ତି କିଣନ୍ତୁ, ଲାଭ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
କୁମ୍ଭ
କୌଣସି ବ୍ୟକ୍ତିଙ୍କୁ ହୃଦୟର କଥା କହିବେ। ଆପଣ ନିଜର ଭଲ କାମ ପାଇଁ ପୁରସ୍କାର ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ।
ମୀନ
ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ।
ଆଜିର ରାଶିଫଳ
Next Post