ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର,୨୮/୧୦(ଏସ ଏସନିଉଜ)ରାଜ୍ୟ ଗୃହମନ୍ତ୍ରୀ ମାନଙ୍କ ଚିନ୍ତନ ଶିବିର ବୈଠକକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ lଏହି ବୈଠକକୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ସେ ସମ୍ବୋଧନ କରିବେ ।ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚିନ୍ତନ ଶିବିର ହରିଆନାର ସୁରଜକୁଣ୍ଡ ଠାରେ ଗତକାଲିଠାରୁ ଆରମ୍ଭ ହୋଇଛି ।ଏହି ବୈଠକରେ ବିଭିନ୍ନ ରାଜ୍ୟର ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ୍‌‌ ମହାନିର୍ଦ୍ଦେଶକ, ସିଏପିଏଫ୍‌‌ ଡିଜି ଯୋଗ ଦେଇଛନ୍ତି ।

- Advertisement -

Leave A Reply

Your email address will not be published.