ବନ୍ଧାହେଲେ ବୋର୍ଡ କର୍ମଚାରୀ

କଟକ,୨୩/୧୧(ଏସଏସ ନିଉଜ)OTET ନକଲିି ସାର୍ଟିଫିକେଟ କରି ବନ୍ଧାହେଲେ ବୋର୍ଡ କର୍ମଚାରୀ।ବୋର୍ଡ କର୍ମଚାରୀ ଭ୍ରମରବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ।ନକଲି ସାର୍ଟିଫିକେଟ କରି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।ବୋର୍ଡରେ ଜଣେ ବ୍ୟକ୍ତି ସାର୍ଟିଫିକେଟ ଦେବାବେଳେ ନକଲି ଜଣାପଡିଥିଲା।

- Advertisement -

Leave A Reply

Your email address will not be published.