ଭୁବନେଶ୍ୱର,୩।୩(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତି ଖଣିବିଭାଗ ଉପ-ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ।ତାଙ୍କ ବାସଭବନ ସହ କାର୍ଯ୍ୟାଳୟରେ ରେଡ୍ ଚାଲିଥିବାବେଳେ ପୈତୃକଘର ସହ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଚାଲିଛି।ସେହୁଭଳିଭାବେ ଆୟବହିର୍ଭୂତ ସଂପତ୍ତି ଠୁଳଅଭିଯୋଗରେ ଭବାନୀ ପାଟଣା KBK କ୍ଷୁଦ୍ର ଜଳ ସେଚନବିଭାଗର ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି।
ଭୁବନେଶ୍ୱରର ୩, ଅନୁଗୋଳର ୩ ଓ ଭବାନୀପାଟଣାର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ।