ଥାନାରେ ଅଭିଯୋଗ

ଭୁବନେଶ୍ୱର,୨୭/୧୦(ଏସଏସନିଉଜ) ସୂର‌୍ୟ୍ୟପରାଗରେ ହେତୁବାଦୀ ଚିକେନ୍ ବିରିୟାନୀ ଖାଇବା ଘଟଣାରେ ଦୁଇ ହେତୁବାଦୀ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ନାଁରେ କଟକ ମର୍କତନଗର ଥାନାରେ ଅଭିଯୋଗ ହୋଇଛି ।ହିନ୍ଦୁପରମ୍ପରା ଓ ଭାବନାକୁ ଆଘାତ ଦେବା ଅଭିଯୋଗରେ ଶ୍ରୀଜଗନ୍ନାଥଚାରଣ ଓ ନିଖିଳ ଉତ୍କଳପ୍ରବକ୍ତାଙ୍କ ପକ୍ଷରୁ ଏତଲା ଦିଆଯାଇଥିବାର ଜଣାପଡିଛି ।

Comments (0)
Add Comment