ସଇତାନ ବାପା!

ରାଉରକେଲା,୧୨।୧୦(ଏସଏସନିଉଜ)ଯେଉଁହାତ ନିଜଛୁଆକୁ ସୁରକ୍ଷା ଦେବାକଥା, ସେହିହାତରେ ତାର ତଣ୍ଟିଚିପି ଦେଲା ସଇତାନ ବାପା। ୪ବର୍ଷର ନିରୀହ ଛୁଆର ଜୀବନନେଇ ଜଘନ୍ୟ କାଣ୍ଡ ଘଟାଇଛି ସାଇତାନ ବାପା । ଏହିଭଳି ସାଂଘାତିକ କାଣ୍ଡ ରାଉରକେଲା ସହରରେ ହୋଇଛି।ଯାହାଏବେ
ଚର୍ଚ୍ଚାର ବିଷୟ ପାଲଟିଛି।କୁଳୁଙ୍ଗାଫାଣ୍ଡି ଅନ୍ତର୍ଗତ ଗର୍ଜନ ପଞ୍ଚାୟତର ତୁମରନ ଗାଁରେ ଏପରି ଲୋମଟାଙ୍କୁରା ଘଟଣା ଘଟିଛି। ୪ ବର୍ଷର ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Comments (0)
Add Comment