ଭୁବନେଶ୍ୱର,୫।୫(ଏସଏସନିୟୂଜ)ସମସ୍ତ ସରକାରୀ, ପିଏମ୍ ଶ୍ରୀ ସ୍କୁଲ୍ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା OSEPA।ସ୍କୁଲ୍ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।ଅରେଞ୍ଜ ଟ୍ୟାନ-ଏନ୍ (ଗେରୁଆ) କରିବାକୁ ଜାରି ହୋଇଛି ନିର୍ଦ୍ଦେଶ।
ସରକାରୀସ୍କୁଲ୍ ହେବ ଗେରୁଆ
