ମୋହନା,୧୩/୧୧(ଏସଏସନିଉଜ) ଅଡ଼ବାଥାନାଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ସହ ଗର୍ଭବତୀ ଘଟଣାରେ ଅଡ଼ବାସରପଞ୍ଚଙ୍କ ସ୍ୱାମୀ ମାନସ ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ ।ଗତକାଲି ପୀଡ଼ିତାଙ୍କ ବାପା ଅଡ଼ବା ଥାନାରେ ଅଭିଯୋଗ କରିବାପରେ ସେ ଫେରାର ହୋଇଯାଇଥିଲେ ।ନାବାଳିକା ଝିଅକୁ ଦୁଷ୍କର୍ମ ସହ ଗର୍ଭବତୀ କରାଇଥିବା ଅଭିଯୋଗ କରିଥିଲେ ପିଡିତାଙ୍କ ବାପା । ପୋଲିସ ୧୩୮/୨୨କେଶନଂରେ ଏଲ ମକଦ୍ଦମାରୁଜୁ ତଦନ୍ତ ଆରମ୍ଭ କରିଥିଲା ।
ସରପଞ୍ଚଙ୍କ ସ୍ୱାମୀ ଗିରଫ
