କେନ୍ଦୁଝର,୨୪/୧୦(ଏସଏସନିୟୁଜ) ଶଙ୍ଖ ଧରିବେକି ଚମ୍ପୁଆର ପୂର୍ବତନ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ବରିଷ୍ଠ ବିଜେପି ନେତା ଧନୁର୍ଜୟ ସିଦୁ ।ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ୧୯୯୭ମସିହାରେ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିବା ସିଦୁପୁଣି ଥରେ ଘରବାହୁଡା କରିବେ ବୋଲି ଆଲୋଚନା ଚାଲିଛି ।ଏହାପରେ ଦଳ ଛାଡି କଂଗ୍ରସରେ ଯୋଗଦାନ କରି କଂଗ୍ରେସ ପ୍ରାର୍ଥୀ ହୋଇ ୨୦୦୪ରେ ଚମ୍ପୁଆରୁ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀ ସିଦୁ ବିଜେପିରେ ମିଶିବା ସହ ତେଲକୋଇ ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ ।
ଶଙ୍ଖ ଧରିବେକି ସିଦୁ!
