ସମବାୟସମିତିରେ ଆର୍ଥିକ ସାକ୍ଷରତା ଶିବିର

ସମବାୟସମିତିରେ ଆର୍ଥିକ ସାକ୍ଷରତା ଶିବିର

ବାରଙ୍ଗ,୧୬/୧୧(ଏସ ଏସ ନିଉଜ) ମେଣ୍ଢାଶାଳ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳନ ଅବସରରେ ନାବାର୍ଡ ସହାୟତାରେ ଆର୍ଥିକସାକ୍ଷରତାଶିବିର ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମବାୟବ୍ୟାଙ୍କର ଶାଖାପରିଚାଳିକା ସସ୍ମିତାନାୟକ. ସୁପରଭାଇଜର ସନ୍ତୋଷକୁମାରମଙ୍ଗରାଜ. ସମିତିରସଭାପତି ମହେନ୍ଦ୍ରକୁମାର ପ୍ରଧାନ.ସମ୍ପାଦକ ହିମାଂଶୁ ଶେଖର ସାମନ୍ତରାୟ.ସଭ୍ୟ ମୁରଲୀଧର ମହାନ୍ତି. ରାଜା ଖାନ. ନିମାଇଁ ବିଶ୍ୱାଳ. ସରୋଜପାତ୍ର. କୁନ୍ତଳାପଟ୍ଟନାୟକ. ପବିତ୍ର ପଟ୍ଟନାୟକ.ଗୁରୁପ୍ରସାଦ ସାମନ୍ତରାୟ. କାଳୁ ଦାସ. ରତ୍ନାକର ସାହୁ. ପ୍ରଫୁଲ କୁମାରଶ୍ରୀଚନ୍ଦନ. ଭାସ୍କରଚନ୍ଦ୍ର ସୁବୁଦ୍ଧି.ବାଙ୍କବିହାରୀଦାସ. କାର୍ତିକଦାସ. ପଠାଣି ମହାରଣା, ବିଧୁରଞ୍ଜନ ସାମନ୍ତରାୟ  ଉପସ୍ଥିତଥିଲେ ।ଏହିସଭାରେ ଚାଷୀମାନଙ୍କୁ ନିଜର ଜମାଖାତା ଖୋଲିବା ଏବଂ ଜମାରାଶି ସଂଚୟ କରିବା ଏବଂ ସମିତିସହ ଅଧିକ ସୁସମ୍ପର୍କ ଯଥା ଅର୍ଥଦେଣ ନେଣ କରିବାପାଇଁ. ସାର. ବିହନ ଏବଂ ଧାନ ବିକ୍ରୟରେ ଅଧିକ ପ୍ରୋତ୍ସାହନ ଦେବାପାଇଁ ଅନୁରୋଧ କରାଯାଇଥିଲା ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment