ରାଉରକେଲାରେ ସ୍ବତନ୍ତ୍ର ଟିମ୍

ରାଉରକେଲା,୧ା୬(ଏସଏସନିଉଜ)ରାଉରକେଲାରେ ପହଞ୍ଚିଲା ସ୍ବତନ୍ତ୍ର ମେଡିକାଲ ଟିମ୍ ।ସରକାରୀହସ୍ପିଟାଲରେ ପହଞ୍ଚିଲେ ୩ ଜଣିଆ ଡାକ୍ତରୀ ଟିମ୍ ।ଅସ୍ବାଭାବିକ ମୃତ୍ୟୁକୁନେଇ ତଦନ୍ତ କରିବ ୩ ଜଣିଆଟିମ୍ ।ରାଉରକେଲାରେ ଦିନକରେ ୧୦ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ଅସ୍ବାଭାବିକ ମୃତ୍ୟୁର ତଦନ୍ତ ଚାଲିଛି ।ଅସ୍ବାଭାବିକ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅସ୍ବାଭାବିକ ମୃତ୍ୟୁ ହିଟ୍‌ୱେଭ୍ ନାଁ ଅନ୍ୟ କାରଣରୁ ତଦନ୍ତ ଚାଲିଛି ।ସ୍ଥାନୀୟ ଅଧିକାରୀ ତଦନ୍ତ କରି ଏସଆରସିଙ୍କୁ ରିପୋର୍ଟ ଦେବେ ।ଅନ୍ୟପଟେ ପିକ୍ ଟାଇମରେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ।

Comments (0)
Add Comment