ଭୁବନେଶ୍ୱର,୨୧।୬(ଏସଏସନିଉଜ)ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘର ମାଲିକକୁ ହତ୍ୟା କଲା ଭଡାଟିଆ ।ତମାଣ୍ଡୋଥାନା ସିଭି ରମଣ କଲେଜ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି ।ରାସ୍ତା ଉପରୁ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରୁ ମୃତଦେହ ଜବତ କଲା ପୋଲିସ୍ ।ମୃତକ ହେଉଛନ୍ତି ସୁଶାନ୍ତ ଶତପଥି ବୋଲି ଜଣାପଡିଛି।ଭଡାରେ ରହୁଥିବା
ଜଣେ ୩୫ ବର୍ଷୀୟ ଯୁବକ ଏହି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି ।
ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ
