କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁଘଟିଥିବାର ସୂଚନା ମିଳିଛି ।ଏହି ଅଗ୍ନିକାଣ୍ଡରେ ୪୫ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଶାର ଥିବାର ଜଣାପଡିଛି ।ଦୁଇ ମୃତକ ହେଲେ ମହମ୍ମଦ ଜହୁର, ସନ୍ତୋଷ ଗୌଡ଼ାମୃତ ମହମ୍ମଦ ଜହୁର ଆଠଗଡ଼ ତିଗିରିଆ ଥାନା କରଡ଼ାପଲିର ବୋଲି ଜଣାପଡିଛି ।

Comments (0)
Add Comment