ପୁରୀରେ ହଣାକଟା, ୩ ଆହତ

ପୁରୀ,୨୩/୯(ଏସଏସନିଉଜ) ସାମାନ୍ୟ ବଚସାକୁ ନେଇ ପୁରୀରେଦୁଇଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛନ୍ତି।ହଣାକଟାରେ ଉଭୟ ପକ୍ଷରୁ ୩ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଟାଉନଥାନା ଗାଣ୍ଡୁଆଚଉରା ଛକରେ ଗଣ୍ଡଗୋଳ ଘଟିବା ସହ ଏହାକୁ ନେଇ ହଣାକଟା ହୋଇଥିବାର ଅଭିଯୋଗ ହୋଇଛି।

Comments (0)
Add Comment