କେନ୍ଦୁଝର, ୧/୯(ଏସଏସନିଉଜ) ସ୍ତ୍ରୀ ସହ ଝଗଡ଼ା ଲାଗି ପୋଖରୀକୁ ଡେଇଁ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି ।ଟାଉନ ଥାନା ଶିରିପୁର ଗାଁ ନିକଟ ପୋଖରୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି ।ରାସ୍ତାରେ ଚାଲିଚାଲି ଯିବା ବେଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।ହଠାତ୍ ପୋଖରୀକୁ ଡେଇଁ ପଡ଼ିଥିଲେ ଯୁବକ ।ଖବରପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛି ।
ପୋଖରୀକୁ ଡେଇଁପଡିଲେ ସ୍ୱାମୀ
