ପୋଖରୀରେ ବୁଡ଼ି ୨ଭଉଣୀ ମୃତ

ପୋଖରୀରେ ବୁଡ଼ି ୨ଭଉଣୀ ମୃତ

ସାଲେପୁର,୨୫।୧୨(ଏସଏସ ନିଉଜ)ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀ ମୃତୁବରଣ କରିଛନ୍ତି।ନିଶ୍ଚିନ୍ତକୋଇଲି ଥାନା ବନମାଳିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି।
ଜଣଙ୍କ ବୟସ ୫ ବର୍ଷ ଓ ଅନ୍ୟ ଜଣେ ୭ ବର୍ଷର ସୂଚନା ମିଳିଛି।
ପୋଖରୀ କୂଳରେ ଖେଳୁଥିବା ବେଳେ ୨ ଭଉଣୀ ବୁଡ଼ିଯାଇଥିଲେ ।

Comments (0)
Add Comment