ପିଉସୀଙ୍କୁ ହତ୍ୟା କଲା ପୁତୁରା

ମୟୂରଭଞ୍ଜ, ୪ା୯(ଏସଏସନିଉଜ) ବୁଧବାର ଅପରାହ୍ନରେ ବେତନଟୀଥାନା ଅଧୀନ ଦହିକୋଟି ଗ୍ରାମରେ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁତୁରା।ଗ୍ରାମବାସୀମାନେ ହତ୍ୟାକାରୀ ପୁତୁରାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ।ମୃତକ ହେଉଛନ୍ତି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଚାରୁଲତା ମିଶ୍ର (୬୪) ଓ ଅଭିଯୁକ୍ତ ଜଣକ ହେଉଛି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପୁଅ କାନ୍ଦୁରୁ ଓରଫ ତନ୍ମୟ କୁମାର ମିଶ୍ର(୨୧)ା

Comments (0)
Add Comment