ଭୁବନେଶ୍ଵର,୨୮।୪(ଏସଏସନୀୟୂଜ୍)ଭାରତରେ ପାକିସ୍ତାନ ୟୁଟୁବ୍ ଚ୍ୟାନେଲ ବ୍ୟାନ୍ କରାଯାଇଛି।୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରୁଛି ଭାରତ ସରକାର।ଶୋଏବ ଅଖତର, ଆର୍ଜୁ କାଜ୍ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ ହୋଇଛି।ସମା ଟିଭି, ଏରି ନ୍ୟୁଜ୍, ଜିଓ ନ୍ୟୁଜ୍, ଡନ୍ ନ୍ୟୁଜ୍ ଚାନେଲ ମଧ୍ୟ ବ୍ୟାନ୍ ହୋଇଛି।ମିଥ୍ୟା ଖବର ପ୍ରସାରଣ କରିବା ନେଇ ପଦକ୍ଷେପ ନିଆଯାଇଥିବାର ଜଣାପଡିଛି।
ପାକ୍ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ
