ଭୁବନେଶ୍ୱର,୩୧/୧୨(ଏସ ଏସ ନିୟୁଜ)ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟରେ ଲାଗୁ ହୋଇଛି ପୁଣି କରୋନା କଟକଣା। ଜିରୋନାଇଟ ଭିଡି ଏଡାଇବା ପାଇଁ ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତିରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି,ଏହି ସମୟରେ କେବଳ ହୋଇପାରିବ ଜରୁରୀକାଳୀନ ସାମଗ୍ରୀର ପରିବହନ ,କରୋନା ସ୍ଥିତିକୁ ଦେଖି କମି ସିନେରେଟଟ ପୋଲିସ ପକ୍ଷରୁ ଏହି କଟକଣା କରାଯାଇଛି, ଆ ଜି ଆସନ୍ତା ୧୦ଟାରୁ କଲି ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ କରା ଜିିଵ ବୋଲି କହିଛନ୍ତି ପୋଲିସ କମିସନର ,