ମିଳିଲା କଟାମୁଣ୍ଡର ସୁରାକ

ଭୁବନେଶ୍ବର,୧୧/୨(ଏସ ଏସ ନିୟୁଜ)ଚନ୍ଦକା ଅଞ୍ଚଳରେ ଘଟିଥିବା କଟାମୁଣ୍ଡ ହତ୍ୟା ଘଟଣାରେ ମହିଳାଙ୍କର ପରିଚୟ ପୋଲିସ କୁ ମିିଳିଥିବାର ଜଣାପଡିିିଛି।ତମାଣ୍ଡୋ ଅଞ୍ଚଳର ଏକ ଲିଙ୍କ ଆଧାରରେ ପୋଲିସ ଏହି ଘଟଣାର ପର୍ଦାଫାସ କରିବାକୁ ଯାଉଥିବାର ଜଣାପଡିଛି।ପୋଲିସ ଏହି ଘଟଣାର ମୁଖ୍ୟ ସୂତ୍ରଧର କୁ   ଅଟକ ରଖି  ପଚରାଉଚରା ପରେ ହତ୍ୟା କାଣ୍ଡ ବିଷୟରେ ସବୁ ଜଣିବାକୁ ପାଇଛି।ଆଜି ସାଇଣ୍ଟିଫିକ ଟିମ  ସହ କଟାମୁୁଣ୍ଡ ପଡିଥିବା ଭରତପୁର ଅଞ୍ଚଳରୁ ଖୋଜିବାକୁ ପୋଲିସ ଯିବ ବୋଲି ଜଣାପଡିଛି।

Comments (0)
Add Comment