ମାଲକାନଗିରି ,୫/୫(ଏସଏସନିୟୁଜ) ଏବେ ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ ।ଫଳରେ ମାଲକାନଗିରି ଜିଲ୍ଲା ପ୍ରଶାସନ ମୋଟୁ ସୀମାରେ ହାଇ ଆଲର୍ଟ ଜାରିଛନ୍ତି ।ଏହାସହ ସମସ୍ତ ପ୍ରବାସୀଙ୍କ ଆଂଟିଜେନ ପରୀକ୍ଷା ପରେ ନେଗେଟିଭ ଥିଲେ ମିଳୁଛି ପ୍ରବେଶ ଅନୁମତି ମିଳିବା ସହ ପଜିଟିଭ ଚିହ୍ନଟ ହେଲେ ୧୪ ଦିନିଆ ସରକାରୀ ସଂଗରୋଧ କେନ୍ଦ୍ରରେ ବାଧ୍ୟତାମୁଳକ ରଖାଯାଉଛି ।ଆଜି ମାଲକାନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟ ମୋଟୁ ସୀମାରେ ପହଁଚି ଯାଂଚ ବ୍ୟବସ୍ଥାକୁ ଆହୁରି କଡକଡି କରାଯାଇଛି ।
ମୋଟୁ ସୀମାରେ ହାଇ ଆଲର୍ଟ
