ମୋଦିଙ୍କୁ ଚିଠି ଲେଖିଲେ ମମତା

 

ଭୁବନେଶ୍ବର,୨୨/୮(ଏସଏସନିଉଜ)ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।କୋଲକାତା ଲଜ୍ଜା କାଳରେ ସାରାଦେଶ କଥା କହି ଚିଠି ଲେଖିଲେ।ସାରାଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି।ଏଭଳି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକସ୍ଥିତି ସୃଷ୍ଟି କରୁଛି।ଏଭଳିକାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।ଏଭଳି ଘୃଣ୍ୟକାର୍ଯ୍ୟକୁ ଦୃଢ଼ଦମନ ପାଇଁ କଡ଼ାଆଇନ ଜରୁରୀ।ତ୍ବରିତ ନ୍ୟାୟପାଇଁ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଆଇନ ଅନାଯାଉ।ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

Comments (0)
Add Comment