ମା’ ସମଲେଶ୍ୱରୀ ମନ୍ଦିର ବି ବନ୍ଦ ହେଲା

ମା’ ସମଲେଶ୍ୱରୀ ମନ୍ଦିର ବି ବନ୍ଦ ହେଲା

ଭୁବନେଶ୍ୱର,୧୧/୧(ଏସଏସନିୟୁଜ) କୋଭିଡ ପାଇଁ ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ଆଜିଠାରୁ ବନ୍ଦ ରହିବା ସହ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହାଭିତରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବା ସହ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାନେଇ ମନ୍ଦିର ଟ୍ରଷ୍ଟି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment