ଲୋକେ ବାଛିବେ ନିଜର ନେତା

ଆସନ୍ତାକାଲି ୬ଲୋକସଭାକ୍ଷେତ୍ରର ୪୨ବିଧାନସଭା ନିର୍ବାଚନ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା ।ରାଜ୍ୟରେ ଆସନ୍ତାକାଲି ବା ୨୫ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭାଆସନର ୪୨ଟି ବିଧାନସଭାଆସନ ପାଇଁ ମତଦାନ କରାଯିବ ।ଏହିପର୍ଯ୍ୟାୟ ପାଇଁ ଗୁରୁବାରସନ୍ଧ୍ୟାରେ ପ୍ରଚର ଶେଷହୋଇଛି ।ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।ତୃତୀୟ ପର୍ଯ୍ୟାୟରେ ଏହି ୬ଲୋକସଭାକ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।

Comments (0)
Add Comment