କେନ୍ଦୁଝର,୭/୬(ଏସଏସନିୟୁଜ) କେନ୍ଦୁଝର ଗଡ଼ ଷ୍ଟେସନ ନିକଟରେ ରବିବାର ଦିନ ପ୍ରାୟ ସାଢେ୧୨ ସମୟରେ ଏକ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଲୁହାପଥର ଆଣିବାକୁ ବଡ଼ବିଲ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।ଫଳରେ ତିନୋଟି ଖାଲି ବଗି ହଠାତ୍ ଲାଇନଚ୍ୟୁତ ହୋଇଯାଇଛି ।ଏହାଫଳରେ ଟ୍ରେନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି ।
ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ
