ଆଜିର ରାଶିଫଳ

ସୋମବାର୨୦୨୨ ମସିହା ମାର୍ଚ୍ଚ ମାସ ୨୮ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି- ଏକା ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୫/୪୭/୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୪୬,ମିଥୁନ ରାଶିର ଘାତବାର,ସିଂହ ରାଶିର ଘାତ ଚନ୍ଦ୍ର,ଏକାଦଶୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ, ପୋଇ ଭକ୍ଷଣ ନିଷେଧ।
🐏ମେଷ👉ଦିନଟି ବ୍ୟସ୍ତତା ରେ କଟିବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ପରିବାରର ସବୁ ଲୋକଙ୍କ ସହିତ ଆପଣଙ୍କର ଭଲ ତାଳମେଳ ବଜାୟ ରହିବ।
🐮ବୃଷ👉କ୍ୟାରିୟର ସହ ଜଡ଼ିତ କୌଣସି ମାମଲାର ସମାଧାନ ହୋଇଯିବ। ବ୍ୟବ ସାୟରେ ନୂଆ ପରିଯୋଜନା ଲାଗୁ କଲେ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।
👩‍❤️‍👨ମିଥୁନ👉ଆପଣଙ୍କର ସ୍ବଭାବକୁ ନରମ ରଖନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତିରେ ରହିବେ। ଚାକିରିଜୀବୀଙ୍କୁ ନୂଆ କାମ କରିବାର ସୁଯୋଗ ମିଳିବ। ପ୍ରେମ ଜୀବନ ଭଲ ରହିବ।
🦀କର୍କଟ👉ଅଧିକାଂଶ କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।
🦁ସିଂହ👉ମନ ଧର୍ମ କାର୍ଯ୍ୟରେ ଅଧିକ ଲାଗି ରହିବ। ଅନ୍ୟମାନଙ୍କ ସହିତ ଭଲ ତାଳମେଳ ରହିବ। ଶେଷ ମୁହୂର୍ତ୍ତରେ ଯୋଜନା ପରିବର୍ତ୍ତନ କରିବେ। ଆମଦାନିରେ ନୂଆ ଉତ୍ସ ମିଳିପାରେ।
🙎‍♀️କନ୍ୟା👉ନିଜ କାମ ନେଇ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆଶ୍ଚର୍ଯ୍ୟଜନକ ହୋଇପାରେ। କ୍ଷୁଦ୍ର ଉଦ୍ୟୋଗୀ ଙ୍କ ଲାଗି ଦିନଟି ଭଲ। ବୈବାହି କ ଜୀବନ ପ୍ରୀତିମୟ ହେବ।
⚖️ତୁଳା👉କାମ ପାଇଁ ଆପଣ ଙ୍କୁ ଅଧିକ ଯାଆସ କରିବାକୁ ପଡ଼ିପାରେ।ଆର୍ଥିକ ସ୍ଥିତିରେ ପ୍ରଗତି ହେବ।କୌଣସି ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇ ପାରନ୍ତି।
🦂ବିଛା👉କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।
🏹ଧନୁ👉କାମ ସଂପୂର୍ଣ୍ଣ କରିବା ପାଇଁ ନିଜ ଉପରେ ଭରସା ରଖି ପରିଶ୍ରମ କରନ୍ତୁ। ନୂଆ ଲୋକଙ୍କ ସହିତ ମିଶିଲେ ଜୀବନରେ ପରିବର୍ତ୍ତନ ଆସିବ। ପ୍ରେମ ସମ୍ବନ୍ଧ ମଧୁର ହେବ।
🐊ମକର👉କାମର ବୋଝ ପାଇଁ ଆପଣ ଟିକେ ଅଶାନ୍ତ ରହିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।
🏺କୁମ୍ଭ👉 ନିଜର ଶକ୍ତିକୁ ବ୍ୟର୍ଥ୍ୟ ହେବାକୁ ଦିଅନ୍ତୁ ନାହିଁ। କାମ ସକାରାତ୍ମକ ରୂପେ ସଂପୂର୍ଣ୍ଣ ହେବ। ଆପଣାର ଲୋକ ସହିତ ଘନିଷ୍ଠତା ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।
🐟ମୀନ👉 ଠିକ୍ ତର୍କ ବଳରେ କାହାରିକୁ ବି ନିଜ କଥାରେ ସହମତ କରାଇ ନେବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
🏵️ଶୁଭ ସୋମବାର,ଶୁଭ ସକାଳ🏵️ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇ ଥାଏ,ସମ୍ପର୍କ ବଦ ଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ ।
ସର୍ବଦା ନିଜ ଦୁର୍ବଳତା ନୁହେଁ ବରଂ ନିଜ ଦକ୍ଷତା ଉପରେ ଗୁରୁତ୍ୱ ଦିଅନ୍ତୁ, ଦେଖିବେ ଆପଣ ଙ୍କର କାର୍ଯ୍ୟ ଶୀଘ୍ର ସମ୍ପର୍ଣ୍ଣ ହେବ।🙏🏻ଜୟ ଜଗନ୍ନାଥ, ଜୟ ସୋମନାଥ🙏🏻

Comments (0)
Add Comment