ଜବତବୋମା ନିଷ୍କ୍ରିୟ ବେଳେ

ବିସ୍ଫୋରଣ ଚାଲିଗଲା ହାବିଲଦାରଙ୍କ ଜୀବନ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) ରଜରେ ବଡ଼ ଅଘଟଣ ଘଟିଛି। ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଛି । ବୋମା ନିଷ୍କ୍ରିୟକାରୀ ଟିମରେ ଥିବା ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁଘଟିଛି ।ପ୍ରଦୀପଙ୍କ ଘର କଟକ ପୀରବଜାର। ରିଜର୍ଭ ଅଫିସରେ ହାବିଲଦାର ଭାବେ ଡ୍ୟୁଟି କରୁଥିଲେ ।ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ନିଷ୍କ୍ରିୟ କଲା ବେଳେ ବୋମାଟି ହଠାତ୍ ଫୁଟିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

 

Comments (0)
Add Comment