ନୀଳଗିରି,୧୧/୧୨(ଏସ ଏସ ନିଉଜ) ମର୍ଦ୍ଦରାଜପୁର ଛକରେ ଗୁଳିମାଡ଼ରେ ଜଣେ ଗ୍ୟାରେଜ୍ ମେକାନିକ୍ ମୃତୁବରଣ କରିଛି।ମୃତକଙ୍କ ନାମ ଦୀପୁ ବେହେରା ।ଏକାଧିକ ବ୍ୟକ୍ତି ବାଇକ୍ରେ ଆସି ଗୁଳିମାଡ଼ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଛି ।
ଗୁଳିମାଡ଼ରେ ଗ୍ୟାରେଜ ମେକାନିକ ମୃତ
