ଗଜପତି,୨୪ା୧୧(ଏସଏସନିଉଜ)ସ୍ୱାମୀକୁ ଘରଭିତରେ ୮ଦିନଧରି ତାଲା ପକାଇ ରଖିଥିବା ଭଳି ଅଭାବନୀୟ ଘଟଣା ଅଡବା ଥାନା ବିରିକୋଟ ସ୍ଥିତ ବିଜେପୁର ସାହିରେ ଦେଖିବାକୁ ମିଳିଛି ।ପାରିବାରିକ କାରଣ ରୁ ସ୍ତ୍ରୀଙ୍କର ଏପରି କାଣ୍ଡ ବଡଭାଇ ପର୍ଶୁରାମ ପରିଛା ଘରକୁ ଆସିଥିବାବେଳେ ଜଣାପଡିଥିଲା ।ସାନଭାଇକୁ ବନ୍ଦ ଘରୁ ମୁକାଳିବାରେ ବିଫଳ ହେବାପରେ ସ୍ଥାନୀୟ ପୋଲିସ ଓ ଲୋକପ୍ରତିନିଧିଙ୍କ ସହାୟତା ନେଇଥିଲେ ।ପରେ ପୋଲିସ ଆସି ବନ୍ଦ ଘର ତାଲାଭାଙ୍ଗି ସାନଭାଇଙ୍କୁ ବନ୍ଦିଜୀବନରୁ ମୁକ୍ତ କରିବାସହ ଗୁରୁତରଅବସ୍ଥାରେ ଉଦ୍ଧାର କରି ଚିିସ୍ାପାଇଁ ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି ।