ବୈଶିଙ୍ଗା,୪/୧୦(ଏସଏସନିଉଜ)ବାରିପଦାରୁ କଟକ ପଠାଇଥାନ୍ତେ ବ୍ରାଉନ୍ସୁଗାର, କିନ୍ତୁ ପୁଲିସ ହାତରେ ଧରାପଡ଼ିଲେ ୩ ବେପାରୀ। ୨୦ହଜାର ଟଙ୍କାର ୧୧ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ। ବ୍ରାଉନସୁଗାର ଧରିବାନେଇ ପୋଲିସ ସୁଚନା ଦେଇଛି ।