ଦେଖାଦେଇଛି ନିର୍ବାଚନୀ ହିଂସା

ଦେଖାଦେଇଛି ନିର୍ବାଚନୀ ହିଂସା

ଭଦ୍ରକ,୫/୧୧(ଏସଏସନିଉଜ) ତିହିଡି ତଳଗୋପବିନ୍ଧାଗାଁରେ ନିର୍ବାଚନୀ ହିଂସା ଦେଖାଦେଇଛି।ଏଥିରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଥିବାବେଳେ ଏନେଇ ତିହିଡି ଥାନାରେ ଏତଲା ହୋଇଛି।

Comments (0)
Add Comment