ଡ୍ୟାମ୍‌କୁ ଡେଇଁଲେ ଯୁବକ

ଡ୍ୟାମ୍‌କୁ ଡେଇଁଲେ ଯୁବକ

କେନ୍ଦୁଝର,୨୮/୧୦(ଏସଏସ ନିଉଜ) ସଦରଥାନା କାଇଁଝରି ଡ୍ୟାମ୍କୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି।ଡ୍ୟାମ ଉପରେ ବାଇକ୍ ରଖି ଡେଇଁ ପଡ଼ିଥିବା ସୂଚନା ମିଳିଛି।ନିଖୋଜ ଯୁବକ ସ୍ଥାନୀୟ ନରଣପୁରର ପ୍ରତୀକ ମହାନ୍ତି ବୋଲି ଜଣାପଡିଛି।
ଡ୍ୟାମ୍‌କୁ ଡେଇଁବା କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି।

Comments (0)
Add Comment