କମିଶନରେଟ ପୋଲିସ ଟାଟା ମୋଟର୍ସକୁ ଲେଖିଲା ଚିଠି

ଭୁବନେଶ୍ବର,୪/୧୨(ଏସଏସନିୟୁଜ)ଟାଟା ମୋଟର୍ସ ଲିମିଟେଡ କମ୍ପାନୀକୁ ଆଜି ଖାରବେଳ ନଗର ପୋଲିସ ଟାଟା ଗୃପ‌ର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ।ଗିରଫ ଆଇଏଫଏସ ଅଧିକାରୀଅଭୟକାନ୍ତଙ୍କ ପୁଅ ଆକାଶ ଏହି କମ୍ପାନୀର ଏମଡି ଭାବେ କାମ କରୁଥିଲେ କି ନାହି ତାହା ଜାଣିବା ପାଇ ଚିଠି ଲେଖିଛି।ଆକାଶ କମ୍ପାନୀର ଏମଡି ବୋଲି ଦର୍ଶାଇ ୬୮ ଜଣ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦେବା ପାଇ ଭୂ ପରିମାଣର ଅର୍ଥ ହଡପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

Comments (0)
Add Comment