ଭୁବନେଶ୍ୱର,୧/୯)ଏସଏସନିଉଜ)ନୂଆଁଖାଇ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଗାଁଠୁ ସହର ଚାରିଆଡ଼ ଚଳଚଂଚଳ ହୋଇଉଠିଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ପାଖରେ ନୂଆ ଲାଗିହେବା ପରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ନବାନ୍ନ ଭକ୍ଷଣ କରିବେ ।ଏଥିପାଇଁ ସମସ୍ତେ ବେଶ ଉସ୍ାହିତ ଥିବାର ଜଣାପଡିଛି ।
ଚଳଚଂଚଳ ସୁବର୍ଣ୍ଣପୁର ଜିଲ୍ଲା
