କେନାଲରେ ପଡିଛି ମଣିଷ ଖପୁରୀ !

ବ।ରଙ୍ଗ,୨୩/୩(ଏସଏସନିଉଜ)ବିଏମସି ନିର୍ବାଚନ ପୁର୍ବରୁ ରାଜଧାନୀ ଉପକଣ୍ଠରେ ପଡିଛି ମଣିଷ ଖପୁରୀ ।ଗୋଟିଏ କି ଦିଇଟି ନୁହେଁ ୧୦ ରୁଉର୍ଦ୍ଧ ମଣିଷ ଖପୁରୀ ଓ ହାଡ ପଡିଛି ।ପଟିଆ ଷ୍ଟେସନଠାରୁ ଇଞଣା ଗ୍ରାମକୁ ଯିବାବେଳେ କେନାଲ ଉପରେ ହୋଇଥିବା ନୁଆବ୍ରିଜଠାରୁ ଅଳ୍ପ ଦୁରରେ ଏହା ପଡିଛି ।କେନାଲ ରପାଶ୍ୱର୍ରେ ଲୋକମାନେ ପକାଉଥିବା ଅଳିଅ।ଆବର୍ଜନା ଭିତରେ ମଣିଷ ଖପୁରୀ ସହ ହାଡ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି ।ଏକ ବସ୍ତାରେ ବନ୍ଧାହୋଇ ପଡିଥିବା ବେଳେ ସେଥିରୁ ଖସି ପଡିବା ପରେ ବୁଧବାର ସକାଳେ ସ୍ଥାନୀୟ ଲୋକମାନେ ଏହା ଦେଖିବାକୁ ପାଇଥିଲେ।  ଏହି ଖବର ପ୍ରଚାରତି ହୋବା ପରେ  ଦେଖଣାହାରୀଙ୍କ ଭୀଡ ଲାଗିବାକୁ ଆରମ୍ଭ କରିଥିଲା ।ତେବେ ପୋଲିସ ଆସିଲେ ଏହାର ପକୃତ ତଥ୍ୟ ଲୋକାଲୋଚନ କୁ ଆସିପାରିବ ବୋଲି ଜଣାପଡିଛି।ଦେଖନ୍ତୁ ଏହି ଭିଡିଓକୁ ?

Comments (0)
Add Comment