Browsing category

Uncategorized

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୪ତାରିଖ୨୦୨୪ ମସିହା (ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୦୯/୪୫ଗତେଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭ /୦୨,ଯୋଗିନୀପୂର୍ବେ ଦିବା ଘ୦୯/୪୫ ଗତେ ଉତ୍ତରେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ମୃତେ ଦିବା ୦୯/୪୬ ଗତେ ଦ୍ଵୀପାଦ ପୁଷ୍କର ଦୋଷ, କାଳବେଳା -ଦିବା ଘ୦୮/୪୦ ଗତେଘ ୧୦/୧୩ ମଧ୍ୟେ,ବାରବେଳା – ଦିବା ଘ୧୧/୪୪ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୧୩ ମଧ୍ୟେ ଓ ଘ୦୧/୧୮ ଗତେ ଘ୦୧/୩୮ ମଧ୍ୟେ ଓ ରାତ୍ରି ଘ୦୬/୪୦ ଗତେ ଘ୦୯/୦୫ […]

ମା ହେବ ବିଜିଲି , ସଜାଗ ଜନ୍ତୁବିଭାଗ

ବାରଙ୍ଗ,୨୬/୮(ଏସଏସନିଉଜ)୪ର୍ଥ ଥରପାଇଁ ମା ହେବାକୁ ଯାଉଛି ସିଂହୀ ବିଜିଲି।ଯାହାକୁ ନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଖୁସିର ବାତାବରଣ ଖେଳିଯାଇଛି । କିନ୍ତୁ ଏମାନଙ୍କ ଶାବକ ଜନ୍ମ ଦେବା ସମୟ ଯେତିକି ପାଖେଇ ଆସୁଛି ଜନ୍ତୁବିଭାଗର ଚିନ୍ତା ମଧ୍ୟ ବଢ଼ିବଢ଼ି ଯାଉଛି। ପୂର୍ବରୁ ୨୦୨୧ମସିହା ଜୁଲାଇ ୨୧ ରେ ବିଜିଲି ପ୍ରଥମ ଥର ପାଇଁ ମା ହୋଇ ୪ ଟି ଶାବକ ଜନ୍ମ ଦେଇଥିଲା ।ଦୁଇଟି ମଲା ଛୁଆ ହୋଇଥିବା ବେଳେ ଗୋଟିଏ ଜନ୍ମ ଦେବାର ଗୋଟିଏ ଦିନ ନପୁରୁନୁ […]

ଅଜଣା ବ୍ୟକ୍ତିଙ୍କ ଗଳିତମୃତଦେହ ଠାବ

ଆସିକା,୨୪।୨(ଏସଏସ ନିଉଜ) ଆସିକାଥାନା କୋଟିବାଡ଼ି ଗ୍ରାମର ବଡ଼ନଦୀନିକଟରେ ଥିବା କାଜୁତୋଟାରେ ଜଣେ ଅଜଣାବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି।ମୃତଦେହଟି ୪ରୁ ୫ଦିନର ହୋଇଥିବା ଆନୁମାନ କରାଯାଉଛି।ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଶବଟି ପଚି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଛି।ତେବେ ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଖବର ପାଇ ଘଟଣାସ୍ଥଳରେ ଆସିକାପୁଲିସ ପହଞ୍ଚି ତଦନ୍ତ କରୁଛି।ମୃତଦେହର କିଛିଦୁରରେ ଏକ ବାଇକ ରହିଥିବାର ଦେଖିବାକୁ ମିଳିଛି।

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୮ତାରିଖ ଗୁରୁବାର। ରଟନ୍ତୀକାଳିକା (ତାରା)ପୂଜା, ଶରଣଆରମ୍ଭ, ଯମତର୍ପଣ,ଅଦ୍ୟ ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ାପରିକ୍ରମା।ସୁର୍ଯ୍ୟୋଦୟ- ଘ୬/୨୩/୨୪ ,ସୂର୍ଯ୍ୟାସ୍ତ- ଘ୫/୩୮/୩୦ ,ମାଘମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତ୍ରୟୋଦଶୀ ଦିବା ଘ୧୧/୩୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ଦିବା ଘ୧୧/୩୧ମିପରେ ପଶ୍ଚିମଦିଗରେ।ରିକ୍ତାତିଥି,ରବିଯୁକ୍ତ,ମଙ୍ଗଳଯୁକ୍ତ ପାପଯୁକ୍ତ, ବ୍ୟତିପାତଯୋଗ,ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୦/୫୦ମି ମଧ୍ୟେ ଯାତ୍ରା ଶୁଭ। ଦକ୍ଷିଣଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଏବଂ ଦିବାଘ୧୦/୫୦ମିପରେ ସିଂହରାଶିର ଘାତଚନ୍ଦ୍ର ,ଘାତବାର–ତୁଳା ଓ […]

ଭୁବନେଶ୍ବରରେ କେନ୍ଦ୍ରୀୟ ଆଇବି ଟିମ୍‌

  ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ) ଭୁବନେଶ୍ବର ରେ ପହଂଚିଛି IBର ଏକ ସ୍ବତନ୍ତ୍ର ଟିମ୍‌ ।କାଶ୍ମୀର ଠକ୍‌ ବୁଖାରି ଗିରଫ ଘଟଣାରେ ବୁଖାରିକୁ ପଚରାଉଚରା କରିବ IB । ଆଜି ୫ଦିନିଆ ରିମାଣ୍ଡରେ ଆସୁଛି ବୁଖାରି। ଆତଙ୍କବାଦୀ ଲିଙ୍କ ନେଇ IB କରିବାକୁ ଯାଉଛି ଜେରା।ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣାରେ ଭୁବନେଶ୍ବରରେ ପହଞ୍ଚିଲା ସେଣ୍ଟ୍ରାଲ ଆଇବି ଟିମ୍‌। ଏନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଏସ୍‌ପି କେ.କେ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୫ତାରିଖ ରବିବାର। ଅଷ୍ଟକାଶ୍ରାଦ୍ଧ, ରବି ପୁଷ୍ୟାଯୋଗ।ସୁର୍ଯ୍ୟୋଦୟ- ଘ୫/୫୩/୧୨ ,ସୂର୍ଯ୍ୟାସ୍ତ- ଘ୫/୭/୨୨ ,କାର୍ତ୍ତିକ ମାସ ,କୃଷ୍ଣ ପକ୍ଷ ,ଆଦିତ୍ୟବାସ ,ତିଥି- ଅଷ୍ଟମୀ ରାତ୍ରି ଘ୩/୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୩/୩ମି ପରେ ପୂର୍ବଦିଗରେ। ଅଗନ୍ତବ୍ୟପରେ ରିକ୍ତାତିଥି ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ଅଦ୍ୟ ଅଷ୍ଟକାଶ୍ରାଦ୍ଧ, ପିତୃ ସାମ୍ବତ୍ସରିକଶ୍ରାଦ୍ଧ ଓ ଅଷ୍ଟକାତନ୍ତ୍ରରେ କରଣୀୟ।ନିଷିଦ୍ଧଖାଦ୍ୟ- ନଡ଼ିଆ ଭକ୍ଷଣ ନିଷେଧ। ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ […]

ଘାଟିରେ ଦୁର୍ଘଟଣା,୨ମୃତ

ମୟୂରଭଞ୍ଜ,୨୧।୧୦(ଏସଏସନିଉଜ) ବାଙ୍ଗିରୀପୋଷିର ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା ଘଟିଛି।କାର୍‌-ଟ୍ରକ ଧକ୍କାରେ ୨ ମହିଳା ମୃତୁବରଣ କରିଥିବାର ଜଣାପଡିଛି।କାର୍‌ରେ ଥିବା ୬ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।ଦୁର୍ଘଟଣା ପରେ ବାଙ୍ଗିରୀପୋଷି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ବିଦ୍ୟାଳୟ ପରିସର ସଫାକଲେ ପିଲା

ମେଣ୍ଢାଶାଳ,୧।୧୦(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ହି ସେବାକାର୍ଯ୍ୟକ୍ରମ ମାଧ୍ୟମରେ ଆବର୍ଜନା ମୁକ୍ତ ଭାରତ ଗଠନ ନିମନ୍ତେ ସ୍ୱଚ୍ଛ ଭାରତଶିକ୍ଷା ନିମନ୍ତେ ୧ଘଣ୍ଟିଆକାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ୱାଳ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲମିନା କମିଟି ସଭାପତି ସନ୍ତୋଷ କୁମାର ରାୟ, ବରିଷ୍ଠ ସାମ୍ବାଦିକପଦ୍ମଚରଣ ବଡ଼ଜେନା,ସିଆରସି ସତ୍ୟନ୍ଦୁ ଛୋଟରାୟ ପ୍ରମୁଖ ଯୋଗଦେଇ ନିଜଘର ଓ ନିଜ ଗାଁ ପରିବେଶକୁ ସଫାସୁତରା ରଖିବାର ଆଵଶ୍ୟକତା ଉପରେ ପିଲାମାନଙ୍କୁ ବୁଝାଇଥିଲେ।ଏହିଅବସରରେ ପିଲାମାନେ ଗାଁ ପରିବେଶକୁ […]

ରାକ୍ଷାସ ସ୍ୱାମୀ !

ଭୁବନେଶ୍ୱର,୬।୯(ଏସଏସନିଉଜ)୫ଲକ୍ଷଟଙ୍କା ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଦେଲା ରାକ୍ଷସ ସ୍ୱାମୀ।ଯୌତୁକପାଇଁ ସ୍ତ୍ରୀକୁ କୂଅରେ ଝୁଲାଇ ଦେଇଛି ସ୍ୱାମୀ ।୫ଲକ୍ଷଟଙ୍କା ଦେଲେ ସ୍ତ୍ରୀକୁ କୂଅରୁ ବାହାର କରିବ ବୋଲି ସମ୍ପର୍କୀୟଙ୍କୁ ଧମକ ମଧ୍ୟ ଦେଇଥିଲା ସ୍ୱାମୀ। ଏମିତି ଘଟଣା ମଧ୍ୟପ୍ରଦେଶ ନିମୁଚ୍‌ରେ ଦେଖିବାକୁ ମିଳିଛି । ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ମାମଲା ମଧ୍ୟ ରୁଜୁ କରିଥିବାର ଜଣାପଡିଛି ।

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି

ଭୁବନେଶ୍ୱର,୧୭ା୫(ଏସଏସନିଉଜ)ବେଙ୍ଗଲୁରୁରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ।ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାରପୋର୍ଟରୁ ଟେକ୍ ଅଫ୍ ନେଇପାରିଲାନି ।ଯାହାଫଳରେ ଭୁବନେଶ୍ୱର ଆସୁଥିବା ଫ୍ଲାଇଟକୁ ବାତିଲ କରିଛନ୍ତି ଇଣ୍ଡିଗୋ କର୍ତ୍ତୃପକ୍ଷ ।ସନ୍ଧ୍ୟା ୬ଟା ୪୦ରେ ବେଙ୍ଗଲୁରୁ ଏୟାରପୋର୍ଟ ଛାଡ଼ିବାର ଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।