ବିଦ୍ୟୁତ୍ ଖୁଣ୍ଟ ଚୋରି ଅଭିଯୋଗରେ ୨ଠିକାଦାର ଗିରଫ
ବାରଙ୍ଗ,୧୨/୯(ଏସଏସନିଉଜ)ବାରଙ୍ଗ-ତ୍ରିଶୂଳିଆ ମୁଖ୍ୟ ରାସ୍ତା ପାର୍ଶ୍ବରେ ଲାଗିଥିବା ବିଦ୍ୟୁତ୍ ଖୁଣ୍ଟ କୁ ଚୋରିକରି ଅନ୍ୟଆଡ଼େ ବିକ୍ରି କରିଥିବା ଅଭିଯୋଗରେ ପୋଲିସ ଗୁରୁବାରଦିନ ବିଦ୍ୟୁତ୍ ବିଭାଗର ୨ଜଣ ଠିକାଦାରଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ପୋଲିସ ତାଠାରୁ ୩ଟି ଚୋରି ବିଦ୍ୟୁତ୍ ଖୁଣ୍ଟ କୁ ଜବତ କରିଛି । ପ୍ରକାଶ ଯେ, ଗତ ଜୁନମାସ ୨୭ତାରିଖରେ ବାରଙ୍ଗ ମୁଖ୍ୟରାସ୍ତାର ବଛିପୂର ଗାଁ ମୁଣ୍ଡ ମୟୂର ବିହାରରୁ ୫ଟିବିଦ୍ୟୁତ୍ ଖୁଣ୍ଟ ଚୋରି ହୋଇଥିବାର ସଞ୍ଜୟ କୁମାର ବରାଳ ନାମକ ବ୍ୟକ୍ତି ବାରଙ୍ଗଥାନାରେ ଅଭିଯୋଗ […]