Browsing category

Uncategorized

ଆଜିର ଅନୁଚିନ୍ତା

➡️ଗୋଟେ ସମ୍ପର୍କ ପ୍ରଜାପତି ପରି ହୋଇଥାଏ-ଜୋର ଜବରଦସ୍ତି ଧରିଲେ ମରିଯାଇଥାଏ ଆଉ ହାଲୁକା ଧରିଲେ ଉଡିଯାଇଥାଏ,କିନ୍ତୁ ସ୍ନେହ ଓ ଆଦରରେ ଧରି ରଖିଲେ ସାରା ଜୀବନ ତୁମ ସାଥିରେ ରହିଥାଏ । ➡️ସମୟ ଆଉ ପରିସ୍ଥିତିର ଚାପରେ ବହୁତ ଲୋକ ବଦଳି ଯାଆନ୍ତି, କିନ୍ତୁ ନିଃସ୍ବାର୍ଥ ସମ୍ପର୍କ ଆଉ ପ୍ରକୃତ ସାଙ୍ଗ କେବେବି ବଦଳନ୍ତି ନାହିଁ । ➡️ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେନାହିଁ ।କଥା ନହେଲେ ମଧ୍ୟ ଆଖିରେ ରହିଥାଏ ।ଆଖିରୁ ଦୂରେଇ ଗଲେ […]

ଆଜିର ରାଶିଫଳ

ପୌଷମାସ-ଶୁକ୍ଳପକ୍ଷ,ତିଥି-ନବମୀ ,ମେଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଓ କଲମ ଭକ୍ଷଣ ନିଷେଧ ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିୟଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ […]