Browsing category

Uncategorized

ଆଜିର ରାଶିଫଳ

ଏପ୍ରିଲ ମାସ ୨୯ ତାରିଖ ୨୦୨୧ ମସିହା(ଗୁରୁବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ତୃତୀୟା ,ତୁଳା ଓ କୁମ୍ଭ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ […]

ଆଜିର ରାଶିଫଳ

ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ କାର୍ଯ୍ୟ ସ୍ଥଳୀରେ ଉଚସ୍ଥ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ, ନକ୍ଷତ୍ର-ମଘା ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନ ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଓ ବାଇଗଣ ଭକ୍ଷଣ ନିଷେଧ । ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି। […]

ଆଜିର ଅନୁଚିନ୍ତା

➡️ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ବଦଳି ଯାଏ, କଥା ହେବା ଶୈଳୀ ବି ବଦଳି ଯାଏ ➡️ଚେଷ୍ଟା କରୁଥିବା ଲୋକ କେବେ ଜୀବନରେ ହାରିନଥାଏ ଓ ଅନ୍ୟକୁ ଇର୍ଷା କରୁଥିବା ଲୋକ ତା ଜୀବନରେ କେବେ ସଫଳତା ପାଇନଥାଏ । ➡️ଲୋକେ ଏଠି ନୂଆ ନୂଆ ସମ୍ପର୍କକୁ ବହୁତ ଭଲ ପାଇଥାନ୍ତି ।ଆଉ ପୁରୁଣା ହୋଇଗଲେ, ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୂରେଇ ଯିବାକୁ ଚେଷ୍ଟା କରନ୍ତି । ➡️ଏ ଦୁନିଆରେ ଆପଣଙ୍କ ନାମ ସହିତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୧ ତାରିଖ ୨୦୨୧ ମସିହା(ସୋମବାର)ମାଘମାସ-କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା, ନକ୍ଷତ୍ର-ଉତ୍ତରା:ଫା, ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଓ ପୋଟଳ ଭକ୍ଷଣ ନିଷେଧ । ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି […]

ଆଜିର ରାଶିଫଳ

ଫେବୃଆରୀ ୨୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ନକ୍ଷତ୍ର-ଅଶ୍ଳେଷା ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତ ବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିରି ଓ ଆମିଷ ଭକ୍ଷଣ ନିଷେଧ । ମେଷ-ଶୁଭ ଗ୍ରହ ପ୍ରଭାବରେ ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧର୍ଯ୍ୟହରା […]

ଆଜିର ରାଶିଫଳ

ଫେବୃଆରୀ ୨୦ ତାରିଖ ୨୦୨୧ ମସିହା(ଶନିବାର),ମାଘମାସ-ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ,ବିଛା ରାଶି ର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ,ନଡ଼ିଆ ଓ ଲାଉ ଭକ୍ଷଣ ନିଷେଧ ।  ମେଷ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ:-କମ ସମୟରେ ଅଧିକ ଲାଭ ପାଇବା ବିଚାରରେ […]

ଆଜିର ଅନୁଚିନ୍ତା

➡️ନିଜ ବାପା ମାଆଙ୍କୁ ଅଶାନ୍ତିରେ ରଖି ଶହେ ଦେବା ଦେବୀଙ୍କୁ ଖୁସିରେ ରଖିଲେ କିଛି ଲାଭ ନାହିଁ ।➡️ଈଶ୍ବରଙ୍କ ଜ୍ଞାନ ତୁଲ୍ୟ କୌଣସି ଜ୍ଞାନ ନାହିଁ, ଈଶ୍ବରଙ୍କ ପ୍ରଭାବ ସମାନ କୌଣସି ପ୍ରଭାବ ନାହିଁ, ଈଶ୍ବରଙ୍କ ଦର୍ଶନ ସମାନ କୌଣସି ଦର୍ଶନ ନାହିଁ । ➡️ଜିତିବା ହାରିବା ନିଜ ଭାବନା ଉପରେ ନିର୍ଭର କରିଥାଏ । ➡️ଜୀବନରେ ସର୍ବଦା ଜାଣି ରଖନ୍ତୁ ଯେ, ସଫଳତା ଏକ ଏକୁଟିଆ ରାସ୍ତା । ➡️ମନକୁ ବୁଝେଇ ଦେଇ ହେବ କିନ୍ତୁ […]

ଆଜିର ଅନୁଚିନ୍ତା ତାରିଖ

➡️ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ସହ ତାଳ ଦେଇ ବଞ୍ଚିବାକୁ ପଡିଥାଏ । ➡️ମାଆ ଭଳି ଭଲ ପାଉଥିବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ । ➡️କର୍ମ ଫଳ ନିଶ୍ଚିତ ମିଳେ ।ହୁଏତ ସଙ୍ଗେ ସଙ୍ଗେ ନ ମିଳିପାରେ କିନ୍ତୁ ଦିନେ ନା ଦିନେ ମିଳେ ।ତେଣୁ କର୍ମ କରିବା ପୂର୍ବରୁ ଭୁଲ୍ କି ଠିକ୍ ବିଚାର କରିନେବା ଉଚିତ୍ । ➡️ପୂରଣ ହେଉ କିମ୍ବା ନ […]

ଆଜିର ରାଶିଫଳ

ଫେବୃଆରୀ ୦୧ ତାରିଖ ୨୦୨୧ ମସିହା(ସୋମବାର).ମାଘମାସ-କୃଷ୍ଣପକ୍ଷ;ତିଥି-ଚତୁର୍ଥୀ,ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ବେଲ ଭକ୍ଷଣ ନିଷେଧ।  ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ:-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ […]